ରାଜଧାନୀ ଉପକଣ୍ଠରେ ଭୁଲିଗଲେ କଟକଣା : ରୁଣ୍ଡ ହୋଇ ମାଛ ଧରିଲେ, ଖଟି କଲେ, ପୁଲିସର ଲାଠିମାଡ଼

ବାଲିପାଟଣା : ପୂରା ଦେଶ ଲକ୍‌ଡାଉନ୍‌ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣାକୁ ୬ ଦିନ ବିତିଛି। ବହୁ ଅସୁବିଧା ସତ୍ତ୍ୱେ ଲୋକେ ଏହାକୁ ସ୍ୱତଃସ୍ଫୂର୍ତ୍ତ ଭାବେ ପାଳନ କରୁଥିବା ବେଳେ ବାଲିପାଟଣାରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସାମାଜିକ ଦୂରତା ରକ୍ଷା କରିବା ପାଇଁ ବାରମ୍ବାର ସଚେତନ କରାଯାଉଥିଲେ ହେଁ ସରାଟ ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର ନିକଟ ପଞ୍ଚାୟତ ପୋଖରୀ‌ ଓ ବସନ୍ତମାଳ ଗାଁ ପୋଖରୀରେ ଆଜି ୩୦ରୁ ଉର୍ଦ୍ଧ୍ୱ … Continue reading ରାଜଧାନୀ ଉପକଣ୍ଠରେ ଭୁଲିଗଲେ କଟକଣା : ରୁଣ୍ଡ ହୋଇ ମାଛ ଧରିଲେ, ଖଟି କଲେ, ପୁଲିସର ଲାଠିମାଡ଼